Odia Khadya ଓଡ଼ିଆ ଖାଦ୍ୟ
@odiakhadya
Subscribers
views
Videos
API Count
To 20K
Live Subscriber Growth Chart
Loading Advanced Analytics...
About Odia Khadya ଓଡ଼ିଆ ଖାଦ୍ୟ
❤️🙏 ପ୍ରଣାମ, ସମସ୍ତ ୟୁଟ୍ୟୁବର ଦର୍ଶକ ବନ୍ଧୁ ମାନଙ୍କୁ | ଆମ "ODIA KHADYA'' ଚ୍ୟାନେଲକୁ ସ୍ୱାଗତ |
ମୁଁ ଶୁଭଲକ୍ଷ୍ମୀ କରଣ ଆଉ ମୋ ସହଯୋଗୀ 👩❤️👨 ସ୍ୱାମୀ ସମୀର କୁମାର ବେହେରା |
ଆମେ ପ୍ରତିଥର ଚେଷ୍ଟା କରୁଛୁ - ପ୍ରତିଟି ଓଡ଼ିଆ ଘରେ 🏠 ରନ୍ଧା ଯାଉଥିବା ନୂଆ ଓ ପୁରୁଣା ଶୈଳୀର ସ୍ୱାଦିଷ୍ଟ ଖାଦ୍ୟ,🍛🥘🥣🍦 ଆପଣଙ୍କ ପାଖକୁ ସହଜ ଭାବରେ ପହଞ୍ଚାଇବାକୁ | ଆମ ସହିତ ଏମିତି ଯୋଡିହୋଇ ରହିଥାନ୍ତୁ | ଆପଣମାନେ ଏଯାଏଁ ସହଯୋଗ କରି ଆସିଛନ୍ତି ଆଉ ଆମ ଚ୍ୟାନେଲକୁ ▶️❤️ ଭଲ ପାଉଛନ୍ତି | ଆଶା ଆଗକୁ ଏମିତି ଆମ ସହ ଯୋଡ଼ି ହୋଇ ରହିଥିବେ । ଧନ୍ୟବାଦ...
🙏 Pranam to All, I'm Shubhalakshmi Karan, along with Samir Kumar Behera. Welcome To Our Channel "Odia Khadya"
Stay Connected with us and enjoy the real taste of Odisha. Your Love & Support always inspires us. Thank You!
Please Like, Share & Subscribe To Our Channel.
Embed on Your Website
Do you want to put Odia Khadya ଓଡ଼ିଆ ଖାଦ୍ୟ's realtime subscriber count on your website? Use the embed code below or add the direct URL as a browser source in OBS.
Latest Video
ନରମ କେମିତି ହେବ @OdiaKhadya #cooking #food #shorts
Uploaded
11,522
views
26
Likes
0
Comments
About RealtimeSubCount.com
Track live YouTube subscriber counts, video views, creator comparisons, milestones, and OBS-ready counters in real time.