Sabda Jhada With Shubhangi
@sabdajhada
Subscribers
views
Videos
API Count
To 10
Live Subscriber Growth Chart
Loading Advanced Analytics...
About Sabda Jhada With Shubhangi
ଗୋଟେ ସ୍ୱର ସମାଜର ।ଆମ ସମସ୍ତଙ୍କର, ଆମେ ଚାହୁଁ ଆପଣଙ୍କ ସହଯୋଗ ତାହା ହିଁ ଆମର ସାହସ। ଆମେ କହିବୁ ଦୁନିଆ କଥା ସମାଜ କଥା ଆମ ସମସ୍ତଙ୍କ କଥା।ସତକୁ ସାମ୍ନା କରିବାକୁ ଗଣମାଧ୍ୟମ ଯେତେବେଳେ ଚୁପ୍ ହେଲା ସେତେବେଳେ ଆମେ ନିଷ୍ପତି ନେଲୁ ଆମେ ରହିବୁ ଆପଣ ଙ୍କ ସାଥୀରେ ଆପଣ ଙ୍କ ସ୍ୱର ହୋଇ ପରିବର୍ତ୍ତନ ର ସ୍ୱର ହୋଇ।ଦୟାକରି କେହି ଆମ ଭିଡିଓ କୁ କପି କରିବେ ନାହିଁ ।ଅନୁରୋଧ ଆମର ଏ ଯାତ୍ରାକୁ ଆପଣ ମାନେ ସଫଳ କରିବେ ଆଉ ଆଶୀର୍ବାଦ ଦେବେ।ଖାଲି ସମସ୍ୟା ନୁହେଁ ଆମେ ଛାତ୍ର ଛାତ୍ରୀ ଙ୍କ ପାଇଁ ମଧ୍ୟ ସୁବିଧା ରଖିବୁ ତାଙ୍କୁ ନୂଆ କଥା ଏବଂ ଶିକ୍ଷା ସହ ଯୋଡ଼ିବୁ। ଆସନ୍ତୁ ଗୋଟେ ପରିବର୍ତ୍ତନର ଧାରାରେ ନିଜକୁ ସାମିଲ କରିବା।
ଶୁଭାଙ୍ଗି ମଧୁସ୍ମିତା ବସ୍ତିଆ
Embed on Your Website
Do you want to put Sabda Jhada With Shubhangi's realtime subscriber count on your website? Use the embed code below or add the direct URL as a browser source in OBS.
Latest Video
ସେବେ ଅଞ୍ଜନା ଏବେ ଘୁଙ୍ଗୁରୁ , ଘୁଙ୍ଗୁରୁଙ୍କ ପାଇଁ କଂଗ୍ରେସର ସ୍ୱର ଉତ୍ତୋଳନ।
Uploaded
74
views
0
Likes
0
Comments
About RealtimeSubCount.com
Track live YouTube subscriber counts, video views, creator comparisons, milestones, and OBS-ready counters in real time.