Ajit Odisha
@ajit.odisha
Subscribers
Views
Videos
API Count
To 10
Live Subscriber Growth Chart
Loading Advanced Analytics...
About Ajit Odisha
ପିଲାଦିନୁ ମୁଁ ପଢ଼ିଥିଲି ଯେ "ଯଦି କୌଣସି ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଚାହୁଁଛ, ତେବେ ତାହା ନିଜ ମାତୃଭାଷାରୁ ହିଁ ଆରମ୍ଭ କରିବାକୁ ପଡ଼ିବ।" ସେଥିପାଇଁ ଏଠାରେ ସବୁକିଛି କେବଳ ଆମ ଓଡ଼ିଆ ଭାଷାରେ।
ଆସନ୍ତୁ ଏକ ଏମିତି ସମାଜ ଗଢ଼ିବା, ଯେଉଁଠି କେହି ଅନ୍ୟ ଧର୍ମକୁ କେବେ ଅସମ୍ମାନ କରିବେ ନାହିଁ, ଅନ୍ଧ ଭାବେ କାହା ଦ୍ୱାରା ପ୍ରଭାବିତ ହେବେ ନାହିଁ। ଏହା ଏଭଳି ଏକ ସମୁଦାୟ ହେବ ଯେଉଁଠି ସମସ୍ତେ ସମସ୍ତଙ୍କ ଧର୍ମ ଓ ଜାତିକୁ ସମ୍ମାନ ଦେବେ, ମାନବିକତାକୁ ପ୍ରାଥମିକତା ଦେବେ ଏବଂ ଶିକ୍ଷିତ ହେବା ସହ ନିଜ ସଂସ୍କୃତି ଓ ମୂଳ ଭିତ୍ତି ପାଇଁ ଗର୍ବ ଅନୁଭବ କରିବେ। ଏଠାରେ ଆମେ କୌଣସି ରାଜନୈତିକ ଦଳର ଅନ୍ଧ ସମର୍ଥକ ନୁହେଁ, ବରଂ ଗଣତନ୍ତ୍ରର ସଚେତନ ନାଗରିକ ଭାବେ ନେତାଙ୍କୁ ପୂଜା ନକରି ପ୍ରଶ୍ନ କରିବାର ସାହସ ରଖିବା।
ଯଦି ମୋର ଏହି ପ୍ରୟାସ ଦ୍ୱାରା ଜଣେ ହେଲେ ବି ମଣିଷର ଚିନ୍ତାଧାରାରେ ସକରାତ୍ମକ ପରିବର୍ତ୍ତନ ଆସେ, ତେବେ ମୋର ଏହି ଲକ୍ଷ୍ୟ ସଫଳ ହେଲା ବୋଲି ମୁଁ ମାନିନେବି।
-----
Ajit Odisha is an Odia-language documentary channel exploring History, Culture, Geopolitics, Mystery, Constitution, Social Issues & Biographies.
Inspired by the belief that "Revolutionary change begins with your mother tongue,"
-----
📍Email: [email protected]
Embed on Your Website
Do you want to put Ajit Odisha's realtime subscriber count on your website? Use the embed code below or add the direct URL as a browser source in OBS.
Latest Video
10/30 - Gajapati ✅ #30Days30Districts
by Ajit Odisha
Click to load YouTube player
10/30 - Gajapati ✅ #30Days30Districts
Uploaded
111
Views
25
Likes
4
Comments
About RealtimeSubCount.com
RealtimeSubCount.com tracks live YouTube subscriber activity with a faster page shell, local caching, and analytics modules that do not block the main counter from loading. This page is designed to keep the count visible first while the deeper charts and supporting widgets stream in behind it.