ICS TIPS
@icstips
Subscribers
Views
Videos
API Count
To 10
Live Subscriber Growth Chart
Loading Advanced Analytics...
About ICS TIPS
ସ୍ଵାଗତ କରୁଛି ଆପଣଙ୍କ ICS TIPS ରେ ମୁଁ Pravat ।
ମୋର ଏ ଛୋଟ ପ୍ରୟାସ ଯାହା ମାଧ୍ୟମରେ ମୁଁ ଆପଣମାନଙ୍କୁ ସମସ୍ତ Govt Job ର Update ପ୍ରଦାନ କରିଥାଏ ତା ସହିତ ଆପଣଙ୍କୁ ଓଡ଼ିଶା ସରକାରଙ୍କ ଅଧିନରେ ଆସୁଥିବା ସମସ୍ତ ନିଯୁକ୍ତି ପକ୍ରିୟା ପାଇଁ ପ୍ରସ୍ତୁତ କରାଇଥାଏ । ଆମ Channel ରେ ଆପଣଙ୍କ ପାଇଁ OSSC OSSSC OPSC OPRB ର ସମସ୍ତ Class ନିଃଶୁଳ୍କ ରେ ଉପଲବ୍ଧ ରହିଅଛି ।
"The more that you read , the more things you will know, the more that you learn.”
ଆପଣଙ୍କ ପ୍ରସ୍ତୁତି କେବଳ ସରକାରୀ ଚାକିରି ପାଇଁ ନୁହେଁ ; ପ୍ରସ୍ତୁତି ସୁସ୍ଥ ସମାଜ ଗଠନ , ସମାଜ ରେ ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ଅନ୍ୟର ହିତ ସାଧନ କରିବା ।
ଆମେ ଏବେ ସଫଳତା ଲାଭ କରି ନାହେଁ ,ଦିନେ ନିଶ୍ଚୟ ଲାଭ କରିବା ,ସେ ପର୍ଯ୍ୟନ୍ତ ଆମର ଏହି ପରିଶ୍ରମ ଚାଲୁ ରହିବ।
" ବେଳେ ବେଳେ ଚାବି ପେନ୍ଥା ରେ ଥିବା ଶେଷ ଚାବି ମଧ୍ୟ ବନ୍ଦ ତାଲା ଟି କୁ ଖୋଲି ଦିଏ "
For any Query and Sponsorship contact " [email protected]"
Embed on Your Website
Do you want to put ICS TIPS' realtime subscriber count on your website? Use the embed code below or add the direct URL as a browser source in OBS.
Latest Video
ଆସିଗଲା Admit Card// OSSSC RI ARI AMIN Admit card out //OSSSC Big Update// How to download Admit Card
by ICS TIPS
Click to load YouTube player
ଆସିଗଲା Admit Card// OSSSC RI ARI AMIN Admit card out //OSSSC Big Update// How to download Admit Card
Uploaded
9,688
Views
211
Likes
52
Comments
About RealtimeSubCount.com
RealtimeSubCount.com tracks live YouTube subscriber activity with a faster page shell, local caching, and analytics modules that do not block the main counter from loading. This page is designed to keep the count visible first while the deeper charts and supporting widgets stream in behind it.