Utkal Jhia Lahari
@utkaljhialaharivlogs
Subscribers
Views
Videos
API Count
To 10
Live Subscriber Growth Chart
Loading Advanced Analytics...
About Utkal Jhia Lahari
ଜୟ ଜଗନ୍ନାଥ🙏
ଜୟ ମା ମାଟିଆ ମଙ୍ଗଳା🙏
ଆପଣମାନଙ୍କୁ ମୁଁ ମୋ ଚ୍ୟାନେଲକୁ ସ୍ବାଗତ କରୁଛି 😔
ମୋ ନାଁ ଲହରି ଦଳେଇ, ମୋ ଘର ବାଲେଶ୍ବର ଜିଲ୍ଲା ଇମାମି ଜଗନ୍ନାଥ ମନ୍ଦିର ପାଖରେ, ମୁଁ ମୋ ଭିଡିଓ ମାଧ୍ୟମ ରେ ଗାଁ ଲୋକମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ ବିଷୟରେ ଆପଣମାନଙ୍କୁ ଦେଖାଇବାକୁ ଚେଷ୍ଟାକରେ 😧❤️ଆପଣମାନେ ମୋ ଭିଡିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ
ଏବେ ଆପଣମାନଙ୍କ ସମର୍ଥନ(Support) ମତେ ବେଶି ଆବଶ୍ୟକ, ଯାହାଦ୍ବାରା କି ମୁଁ ଗାଉଁଲି ସଂସ୍କୃତିକୁ ପୁରା ଓଡିଶାରେ ବିସ୍ତାର କରିପରିବି❤️ ଯଦି ଆପଣ ମୋ ଭିଡିଓକୁ ଦେଖୁଛନ୍ତି ତାହାଲେ ଭିଡ଼ିଓ କୁ Like, Comment, Share କରି ମୋ ଚ୍ୟାନେଲ କୁ Subscribe କରିଦିଅନ୍ତୁ, ଯାହାଦ୍ବାରା କି ମୋ ଭିଡିଓ ଓଡିଶାର ଘରେ ଘରେ ଲୋକ ଦେଖୁପରିବେ 😧❤️🩹
ଆଶାକରୁଛି ଆମ ଓଡ଼ିଆ ସଂସ୍କୃତି କୁ ଆଗକୁ ନେବାପାଇଁ ଆପଣମନେ ମତେ ସାହାଯ୍ୟ କରିବେ 🙏
ରହିଲି ଜୟ ଜଗନ୍ନାଥ🙏
ଜୟ ମା ମାଟିଆ ମଙ୍ଗଳା🙏
Embed on Your Website
Do you want to put Utkal Jhia Lahari 's realtime subscriber count on your website? Use the embed code below or add the direct URL as a browser source in OBS.
Latest Video
ଗାଁ ରେ ମଞ୍ଜି ଖାଇ କଣ କରନ୍ତି 😱🤔 #shotsminivlog#trendingshorts
by Utkal Jhia Lahari
Click to load YouTube player
ଗାଁ ରେ ମଞ୍ଜି ଖାଇ କଣ କରନ୍ତି 😱🤔 #shotsminivlog#trendingshorts
Uploaded
6
Views
0
Likes
0
Comments
About RealtimeSubCount.com
RealtimeSubCount.com tracks live YouTube subscriber activity with a faster page shell, local caching, and analytics modules that do not block the main counter from loading. This page is designed to keep the count visible first while the deeper charts and supporting widgets stream in behind it.