SB Youtuber
@sbyoutuber599
Subscribers
Views
Videos
API Count
To 10
Live Subscriber Growth Chart
Loading Advanced Analytics...
About SB Youtuber
#ଆପଣମାନଙ୍କୁ ମୋର SB YouTuber Channel କୁ ହାର୍ଦ୍ଧିକ ସ୍ୱାଗତ ଓ ଅଭିନନ୍ଦନ । 🙏🎥
ମୁଁ ଏହି ଚ୍ୟାନେଲ୍ଟିକୁ ୨୦୨୨ ମସିହାରେ ଆରମ୍ଭ କରିଥିଲି । 🎥
ସେଥିଠାରୁ ଆଜି ପର୍ଯ୍ୟନ୍ତ ଆପଣମାନଙ୍କର ଅପାର ଭଲପାଇବା ଓ ସମର୍ଥନରେ ଏହି ଚ୍ୟାନେଲ୍ଟି ଧୀରେ ଧୀରେ ଆଗକୁ ବଢ଼ୁଛି । ଆରମ୍ଭ ସମୟରେ ଅନେକ ସମସ୍ୟା ଓ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଆପଣମାନଙ୍କର ଉତ୍ସାହ ଓ ସପୋର୍ଟ ମୋତେ ଆଗକୁ ଆଣିଛି ।
ମୋର ଏହି ଚ୍ୟାନେଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଗ୍ରାମୀଣ ଜୀବନ, ପରମ୍ପରା, ମେଳା, ଯାତ୍ରା, ମଣ୍ଡେଇ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବା । ଆମ ଗାଁର ଆସଳ ସୌନ୍ଦର୍ଯ୍ୟ ଓ ସଂସ୍କୃତିକୁ ଦୁନିଆକୁ ଦେଖାଇବା ହେଉଛି ମୋର ସ୍ଵପ୍ନ ।
ପ୍ରତ୍ୟେକ ଭିଡିଓ ମୁଁ ହୃଦୟରୁ ତିଆରି କରେ, ଯେଣ୍ଟା ଆପଣମାନେ ଦେଖି ସତ୍ୟ ସଂସ୍କୃତିର ଅନୁଭବ କରିପାରିବେ । ଆପଣମାନଙ୍କର ପ୍ରତ୍ୟେକ Like, Comment ଓ Share ମୋତେ ଆଉ ଭଲ କାମ କରିବାକୁ ପ୍ରେରିତ କରେ ।
ଆଗକୁ ମଧ୍ୟ ଏମିତି ସମର୍ଥନ ଓ ଭଲପାଇବା ଦେଇ ମୋତେ ସହଯୋଗ କରନ୍ତୁ । ଯଦି ଆପଣ ଏପର୍ଯ୍ୟନ୍ତ Subscribe କରିନାହାନ୍ତି, ତେବେ ଏବେଇ Subscribe କରନ୍ତୁ ଓ Bell Icon ଦବାଇଦିଅନ୍ତୁ ଯାହାଦ୍ୱାରା ନୂଆ ଭିଡିଓର ନୋଟିଫିକେସନ୍ ପାଇପାରିବେ ।
ଧନ୍ୟବାଦ 🙏😊
SB YouTuber 🎬
Embed on Your Website
Do you want to put SB Youtuber's realtime subscriber count on your website? Use the embed code below or add the direct URL as a browser source in OBS.
Latest Video
କେନ୍ଦୁଗୁଡା଼ ମନ୍ଦିର ପ୍ରତିଷ୍ଠା | ନଦୀରୁ ପାଣି କଣ କଲେ |ମୋ ସବସ୍କ୍ରାଇବର ଭାଇମାନେ |Kenduguda Mandir Pratistha
by SB Youtuber
Click to load YouTube player
କେନ୍ଦୁଗୁଡା଼ ମନ୍ଦିର ପ୍ରତିଷ୍ଠା | ନଦୀରୁ ପାଣି କଣ କଲେ |ମୋ ସବସ୍କ୍ରାଇବର ଭାଇମାନେ |Kenduguda Mandir Pratistha
Uploaded
337
Views
7
Likes
1
Comments
About RealtimeSubCount.com
RealtimeSubCount.com tracks live YouTube subscriber activity with a faster page shell, local caching, and analytics modules that do not block the main counter from loading. This page is designed to keep the count visible first while the deeper charts and supporting widgets stream in behind it.